କୋଷ୍ଠକାଠିନ୍ୟ ସମସ୍ୟା ଦୂର କରେ କିସ୍ମିସ୍
ଆମେ ଆମ ଶରୀରକୁ ନେଇ ସବୁବେଳେ ଯତ୍ନବାନ ରୁହନ୍ତି । କିଛି ସମସ୍ୟା ଦେଖାଦେଲେ ସଙ୍ଗେ ସଙ୍ଗେ ତାର ଉପଚାର କରିଥାଆନ୍ତି । ଆଉ ଖାଦ୍ୟକୁ କୁ ନେଇ ଆମେ ଟିକିଏ ଅଧିକ ସଚେତନ ହେବା ଉଚିତ୍ । ଖାଦ୍ୟ ଖାଇବା ବେଳେ ସକାଳ ଜଳଖିଆରେ କିସ୍ମିସ୍ ସାମିଲ୍ କରିବା ନିହାତି ଦରକାର । ଆମେ ଡ୍ରାଏ…