ବାତ୍ୟା ୟଶର ମୁକାବିଲା ପାଇଁ ପ୍ରସ୍ତୁତି
ଖୋର୍ଦ୍ଧା : ବାତ୍ୟା ୟଶର ମୁକାବିଲା ପାଇଁ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ରହିଛି। ଧୀରେ ଧୀରେ ପବନର ବେଗ ବଢ଼ୁଥିବାରୁ ଚିଲିକା କୁଳର ଲୋକମାନଙ୍କୁ ସତର୍କ କରିଦିଆଯାଇଛି। କୌଣସି ଲୋକଙ୍କୁ ବାତ୍ୟା ଆଶ୍ରୟ ସ୍ଥଳକୁ ନିଆ ଯାଇନାହିଁ। ଆବଶ୍ୟକ ପଡ଼ିଲେ ସ୍ଥାନାନ୍ତର କରାଯିବ ବୋଲି…