ଖୋର୍ଦ୍ଧା ଏସପି କରୋନା ସଂକ୍ରମିତ
ଭୁବନେଶ୍ୱର: ଖୋର୍ଦ୍ଧା ଏସପି ଅଜୟ ପ୍ରତାପ ସ୍ୱାଇଁ କରୋନା ସଂକ୍ରମିତ । କୋଭିଡ୍ ଟେଷ୍ଟ ରିପୋର୍ଟ ପଜିଟିଭ୍ ବାହାରିଛି । ଏନେଇ ନିଜେ ସୂଚନା ଦେଇଛନ୍ତି ଖୋର୍ଦ୍ଧା ଏସପି ।
ପୂର୍ବରୁ ଜିଲ୍ଲା ପୋଲିସ ମୁଖ୍ୟାଳୟର ଜଣେ କର୍ମଚାରୀ ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏହାପରେ ଅନ୍ୟ କର୍ମଚାରୀଙ୍କର…