କୁନି କୃଷକର ହଳ କରିବା ଦେଖିଲେ ଚକିତ ହୋଇଯିବେ, ଆପଣ ବି କହିବେ ଜୟ କିଷାନ୍
ଓଡ଼ିଶା ସମ୍ବାଦ ବ୍ୟୁରୋ: ପାଣି କାଦୁଆ ଜମିରେ ଲଙ୍ଗଳା ଛୁଆଟିଏ ହଳ କରିବା କେବେ ଦେଖିଛନ୍ତି ? ବୋଝେ ନାଁ । କିନ୍ତୁ ସୋସିଆଲ୍ ମିଡିଆରେ ଗୋଟିଏ କୁନି ଛୁଆର ଏକ ଭିଡିଓ ଜବରଦସ୍ତ ଭାଇରାଲ୍ ହେଉଛି । ଯିଏ ହାତରେ ଲଙ୍ଗଳ ଧରି ହଳ କରୁଛନ୍ତି । ଏହି ଭିଡିଓକୁ ଦେଖିଲେ ଆପଣ ଆଶ୍ଚର୍ୟ୍ୟ ତ ହେବେ ।…