Latest Odisha News

BREAKING NEWS

Browsing Tag

kim jung un

ଆଗକୁ ଖାଦ୍ୟ ସଙ୍କଟର ସମ୍ମୁଖୀନ ହୋଇପାରେ ଦେଶ; କିମ୍‌ଙ୍କ ଚେତାବନୀ

ସିଓଲ: ଉତ୍ତରକୋରିଆରେ ଆଗକୁ ଦେଖାଦେଇପାରେ ଘୋର ଖାଦ୍ୟ ସଙ୍କଟ। ଏ ନେଇ ଉତ୍ତର କୋରିଆର ନେତା କିମ ଜୋଙ୍ଗ ଉନ ଚେତାବନୀ ଦେଇଛନ୍ତି। ଭୁଶୁଡି ଯାଇଥିବା ଅର୍ଥନୀତିକୁ ଉଦ୍ଧାର କରିବା ପାଇଁ ସେ ଦେଶବାସୀଙ୍କୁ ଆହ୍ବାନ ଦେଇଛନ୍ତି। ସୂଚନା ଅନୁଯାୟୀ କିମ୍‌ ବର୍ତ୍ତମାନର 'ଅନ୍ତର୍ଜାତୀୟ…

ବିଶ୍ୱ ସହ ସମ୍ପର୍କ ସୁଦୃଢ କରିବାକୁ ପ୍ରତିଶୃତି ଦେଲେ ରାଷ୍ଟ୍ରପତି କିମ୍

ନୂଆଦିଲ୍ଲୀ: ଉତ୍ତର କୋରିଆର ରାଷ୍ଟ୍ରପତି କିମ ଜୋଙ୍ଗ ଉନ ବିଶ୍ୱର ସମସ୍ତ ଦେଶ ସହ ସମ୍ପର୍କକୁ ସୁଦୃଢ କରିବାକୁ ପ୍ରତିଶୃତି ଦେଇଛନ୍ତି। ସେ କୋରିଆ ସହ ସମ୍ପର୍କ ପ୍ରତି ଏକ ନୂତନ ମନୋଭାବ ଗ୍ରହଣ କରିବାକୁ ଜିଦ୍ ଧରିଛନ୍ତି। ରିପୋର୍ଟ ଅନୁଯାୟା ଶୁକ୍ରବାର ଦିନ ରିପୋର୍ଟ କରିଛି ଯେ କିମ କ୍ରମାଗତ…

କରୋନାକୁ ନେଇ କିମ୍‌ ସରକାରଙ୍କ ଅଜବ ଆଦେଶ; ନିୟମ ଉଲ୍ଲଂଘନ କଲେ ଗୁଳି ଚଳାଅ

ନୂଆଦିଲ୍ଲୀ: ଦକ୍ଷିଣ କୋରିଆର ଗୁପ୍ତଚର ଏଜେନ୍ସି ଅନୁଯାୟୀ ଉତ୍ତର କୋରିଆ ରାଷ୍ଟ୍ରପତି କିମ ଜଙ୍ଗ ଉନ କରୋନା ସଂକ୍ରମଣକୁ ନେଇ ଅଜବ ନିଷ୍ପତ୍ତି ନେଉଛନ୍ତି। ରିପୋର୍ଟ ଅନୁଯାୟୀ, ରାଜଧାନୀ ପ୍ୟୋଙ୍ଗୟାଙ୍ଗରେ ସମୁଦ୍ରରେ ମାଛ ଧରିବା ଏବଂ ନିମୟ ଉଲ୍ଲଂଘନ କଲେ ଗୁଳି ଚଳାଇବାକୁ କିମ ଜୋଙ୍ଗ…

ଭାଷଣ ଦେଲାବେଳେ କାହିଁକି କାନ୍ଦି ପକାଇଲେ କିମ୍ ଜଙ୍ଗ୍ ଉନ୍

ପୋଙ୍ଗୟାଙ୍ଗ: ଉତ୍ତର କୋରିଆ ରାଷ୍ଟ୍ରପତି କିମ୍‌ ଜଙ୍ଗ୍ ଉନ୍‌ କୌଣସି ନା କୌଣସି କାରଣରୁ ସବୁବେଳେ ଚର୍ଚ୍ଚାରେ ରହିଆସୁଛନ୍ତି। ଶାସକ ଦଳର ୭୫ତମ ପ୍ରତିଷ୍ଠା ଦିବସ ଅବସରରେ  ଏକ ବିଶାଳ ସାମରିକ ସମାବେଶକୁ ଉଦ୍‌ବୋଧନ ଦେଇ କିମ୍‌ ନିଜ ସରକାରଙ୍କ ବିଫଳତା ପାଇଁ ଦେଶବାସୀଙ୍କ ନିକଟରେ କ୍ଷମା…