ଘରୋଇ ଉପାୟରେ ବାସନକୁସନକୁ କରନ୍ତୁ ଚକ୍ଚକ୍
ଭୁବନେଶ୍ବର: ଚକ୍ଚକ୍ ବାସନ ରୋଷେଇଘରର ଶୋଭା ବଢାଇଥାଏ । ରୋଷେଇ କଲାବେଳେ ଅସବାଧାନବତା ଯୋଗୁଁ କଢେଇ,ହାଣ୍ଡି ଜଳିଯାଏ । ସେହି ଦାଗ ଛଡାଇବାକୁ ସମୟ ନଷ୍ଟ ହେବା ସହ ମହଙ୍ଗା ଡିଟରଜେଣ୍ଟ୍ ବ୍ୟବହାର କରୁ । କିନ୍ତୁ ଆମ ନିତିଦିନିଆ ଘରୋଇ ସାମଗ୍ରୀରୁ ଏଭଳିଆ ଜିଦି ଦାଗକୁ ଆରାମରେ ଛଡାଇ ପାରିବା …