Latest Odisha News

BREAKING NEWS

Browsing Tag

Knife Attack

କମେଣ୍ଟ ମରାକୁ କେନ୍ଦ୍ରକରି ଯୁବକଙ୍କୁ ଛୁରାମାଡ଼

ବାଲେଶ୍ବର : ବାଲେଶ୍ବରରେ ଅଭାବନୀୟ ଘଟଣା । କମେଣ୍ଟ ମରାକୁ କେନ୍ଦ୍ର କରି ଯୁବକଙ୍କୁ ଛୁରାମାଡ଼ ହୋଇଛି । ଭୁଜାଖିଆପୀର ଛକ ନିକଟରେ ଯୁବକଙ୍କୁ ଛୁରାମାଡ଼ ହୋଇଛି । ଛୁରାମାଡରେ ଯୁବକଙ୍କ ପିଠିରେ ଗଭୀର ଆଘାତ ଲାଗିଛି । ଆହତ ହୋଇଥିବା ଯୁବକଙ୍କୁ ମେଡିକାଲରେ ଭର୍ତ୍ତି କରଯାଇଛି । ସୂଚନା…

ମା’ ଝିଅଙ୍କୁ ଛୁରା ମାଡ଼ ଘଟଣାର ପର୍ଦ୍ଦାଫାଶ, ମାସେ ପୂର୍ବରୁ ଷଡ଼ଯନ୍ତ୍ର ରଚିଥିଲା ଅଭିଯୁକ୍ତ ରୂପେଶ

ଭୁବନେଶ୍ବର : ଭୁବନେଶ୍ବର ଶୈଳଶ୍ରୀବିହାରରେ ମା’ ଝିଅଙ୍କୁ ଛୁରା ମାଡ଼ ଘଟଣାର ପର୍ଦ୍ଦାଫାଶ । ସାମ୍ବାଦିକ ସମ୍ମିଳନୀ କରି ଛୁରାମାଡ଼ ଘଟଣାର ପର୍ଦ୍ଦାଫାଶ କରିଛନ୍ତି ଭୁବନେଶ୍ବର ଡିସିପି ଉମାଶଙ୍କର ଦାଶ । ଛୁରାମାଡ଼ ଘଟଣାରେ ରୂପେଶ ସମେତ ଅନ୍ୟ ଜଣଙ୍କୁ ପୋଲିସ ଗିରଫ କରିଛି । ମୋଟାମୋଟି…