କଂଗ୍ରେସ ଛାଡ଼ିବାକୁ ଧମକ ଦେଲେ ତାରା ବାହିନୀପତିଙ୍କ ପତ୍ନୀ ମୀନାକ୍ଷୀ
କୋରାପୁଟ : କୋରାପୁଟ କଂଗ୍ରେସରେ କନ୍ଦଳ । ପିସିସିଙ୍କ ବିରୋରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି କୋରାପୁଟ ଜିଲ୍ଲା କଂଗ୍ରେସ ସଭାପତି ମୀନାକ୍ଷୀ ବାହିନୀପତି । ବ୍ରବହାରରେ କ୍ଷୁବ୍ଧ ହୋଇ ସମର୍ଥକଙ୍କ ସହ ଦଳ ଛାଡିବାକୁ ଧମକ ଧମକ ଦେଇଛନ୍ତି ମୀନାକ୍ଷୀ ବାହିନୀପତି ।
ସେ କହିଛନ୍ତି, ଜିଲ୍ଲା…