Latest Odisha News

BREAKING NEWS

Browsing Tag

Krishna Janmabhoomi

ଶ୍ରୀକୃଷ୍ଣ ଜନ୍ମଭୂମି ବିବାଦ: ମୁସଲିମ ପକ୍ଷର ଆବେଦନ ଖାରଜ କଲେ ହାଇକୋର୍ଟ

ମଥୁରା: ଉତ୍ତର ପ୍ରଦେଶରେ ଶ୍ରୀକୃଷ୍ଣ ଜନ୍ମଭୂମି ବିବାଦ ମାମଲାରେ ଶାହି ଇଦଗାହ ମସଜିଦ ଟ୍ରଷ୍ଟ ପକ୍ଷରୁ କରା ଯାଇଥିବା ଆବେଦନକୁ ଖାରଜ କରି ଦେଇଛନ୍ତି ଆହ୍ଲାବାଦ ହାଇକୋର୍ଟ। ଆଜି ଜଷ୍ଟିସ ମୟଙ୍କ କୁମାର ଜୈନଙ୍କ ଏକକ ଖଣ୍ଡପୀଠ ଏହି ମାମଲା ଉପରେ ରାୟ ପ୍ରକାଶ କରିଛନ୍ତି। ଆଗକୁ ହିନ୍ଦୁ…

ମଥୁରାରେ ହଟିବ ମସଜିଦ, ତିଆରି ହବ କୃଷ୍ଣ ମନ୍ଦିର!!

ମଥୁରା: ମଥୁରା କୋର୍ଟ ଶୁକ୍ରବାର ଉତ୍ତରପ୍ରଦେଶ ସହରର କୃଷ୍ଣ ଜନ୍ମଭୂମି ନିକଟରେ ଅବସ୍ଥିତ ଏକ ମସଜିଦ ହଟାଇବାକୁ ଏକ ନିବେଦନ ସ୍ୱୀକାର କରିଛନ୍ତି। ଗତ ମାସରେ, ମଥୁରା ସିଭିଲ କୋର୍ଟ ଇଦଗାହ ​​ମସଜିଦକୁ ହଟାଇବା ପାଇଁ ଦାଖଲ ହୋଇଥିବା ମକଦ୍ଦମାକୁ ଖାରଜ କରିଦେଇଥିଲେ। ଜିଲ୍ଲା ଜଜ୍ ସାଧନା…