ଶହୀଦ ରଘୁନାଥ ମାହାତୋଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଦାବି
ମୟୁରଭଞ୍ଜ: ଶହୀଦ ରଘୁନାଥ ମାହାତୋଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଦାବି କରିଛି ମୟୁରଭଞ୍ଜ ଜିଲ୍ଲା କୁଡ଼ୁମାଲି ସାଂସ୍କୃତିକ ସଙ୍ଗଠନ। ବାରିପଦା ପୌରାଞ୍ଚଳରେ ଶହୀଦ ରଘୁନାଥ ମାହାତୋଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ପୌରାଧିକାରୀଣି ଅନ୍ୟା ଦାସଙ୍କୁ ଭେଟି ଦାବି ପ୍ରଦାନ କରିଛି କୁଡୁମାଲି…