ଶରଧାବାଲିରେ ୫୫ତମ କୁମାର ଉତ୍ସବ
ପୁରୀ : ଶରଧାବାଲିରେ ୫୫ତମ କୁମାର ଉତ୍ସବ ପାଳିତ । ପରମ୍ପରା ଅନୁଯାୟୀ ପୁରୀରେ ଦୀର୍ଘ ୫୫ବର୍ଷ ଧରି ଏହି କୁମାର ଉତ୍ସବ ପାଳିତ ହୋଇଆସୁଛି । ପୁରୀବାସୀ, ସଂସ୍କୃତି ପ୍ରେମୀ, ଭକ୍ତ ଓ ଦର୍ଶନାର୍ଥିଙ୍କୁ ପରମ୍ପରା ସହିତ ଯୋଡି ରଖିବାର କୁମାର ଉତ୍ସବ ହେଉଛି ଏକ ଅଭିନବ ପ୍ରୟାସ । ୧୦ ତାରିଖରୁ …