ଛାତ୍ରଛାତ୍ରୀଙ୍କ ପାଇଁ ଏସର ଲଞ୍ଚ କଲା ଲାପଟପ୍, ଦାମ୍ ୧୫ହଜାରୁ କମ୍
ନୂଆଦିଲ୍ଲୀ: ଏସର (Acer) ବଜେଟ ଫ୍ରେଣ୍ଡଲି ଲାପଟପ୍ ୨୦୨୫ Aspire 3 ଲାପଟପ୍କୁ ଭାରତୀୟ ବଜାରରେ ଲଞ୍ଚ କରିଛି । ଏସର Aspire 3 (2025) ଶୁକ୍ରବାର ଦିନ ଭାରତରେ ଲଞ୍ଚ କରାଯାଇଥିଲା । ଛାତ୍ରଛାତ୍ରୀ ଏବଂ ବଜେଟ୍ ସଚେତନ ଉପଭୋକ୍ତାମାନଙ୍କ ପାଇଁ ପାଇଁ ଏହା ଏକ ସୁଲଭ ଲାପଟପ୍ । ଏହି ଲାପଟପ୍…