ବ୍ରିଜ ଉପରେ ଦୁଇ ଭାଗ ହୋଇଗଲା ମାଲବାହୀ ଟ୍ରେନ୍
କୋରାପୁଟ: ମଝିରୁ ଅଲଗା ହୋଇଗଲା ଚଳନ୍ତା ମାଲବାହୀ ଟ୍ରେନ୍ । କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଷ୍ଟେସନରୁ କିଛି କିଲୋମିଟର ଦୂରରେ ମାଲବାହୀ ଟ୍ରେନ୍ ଦୁଇ ଭାଗ ହୋଇଗଲା । ଟ୍ରେନର ପଛ ଭାଗ ବ୍ରିଜ୍ ଉପରେ ରହିଯାଇଥିଲା । ଗାର୍ଡଙ୍କଠାରୁ ସୂଚନା ପାଇ ସଙ୍ଗେ ସଙ୍ଗେ ଟ୍ରେନ୍କୁ ଅଟକାଇଥିଲେ ଲୋକୋ…