କାବୁଲ ବିମାନବନ୍ଦର ପୁଣି ହୋଇପାରେ ବିସ୍ଫୋରଣ, ତୁରନ୍ତ ଖାଲି କରିବାକୁ କହିଲା ଆମେରିକା
ଆଫଗାନିସ୍ତାନ : ଆସନ୍ତା ସପ୍ତାହରେ ଆଫଗାନିସ୍ତାନରେ ଅଧିକ ହେବ ଆତଙ୍କବାଦୀ ହମଲା ଓ ଆତ୍ମଘାତୀ ବିସ୍ଫୋରଣ । ଦେଶରୁ ନିଜ ସୈନ୍ୟଙ୍କୁ ପ୍ରତ୍ୟାହାର କରିବା ପରେ ଆକ୍ରମଣ ସଂଖ୍ୟା ବୃଦ୍ଧି ପାଇବ । ଏନେଇ ସତର୍କ ସୂଚନା ଜାରି କରିଛି ଆମେରିକା । ହ୍ବାଇଟ୍ ହାଉସ ପ୍ରେସ୍ ସଚିବ ଜେନ୍ ସାକି…