ପ୍ରଦୂଷଣ ପ୍ରାୟ ୪୦ ପ୍ରତିଶତ ଭାରତୀୟଙ୍କ ଆୟୁକୁ ୯ ବର୍ଷରୁ ଅଧିକ ହ୍ରାସ କରିପାରେ: ରିପୋର୍ଟ
ନୂଆଦିଲ୍ଲୀ: ଆମେରିକାର ଅନୁସନ୍ଧାନ ଗୋଷ୍ଠୀ ଦ୍ବାରା ବୁଧବାର ପ୍ରକାଶିତ ରିପୋର୍ଟ ଅନୁଯାୟୀ ବାୟୁ ପ୍ରଦୂଷଣ ପ୍ରାୟ ୪୦ ପ୍ରତିଶତ ଭାରତୀୟଙ୍କ ଆୟୁକୁ ୯ ବର୍ଷରୁ ଅଧିକ ହ୍ରାସ କରିପାରେ।
ରାଜଧାନୀ ଦିଲ୍ଲୀ ସମେତ କେନ୍ଦ୍ରୀୟ, ପୂର୍ବ ଏବଂ ଉତ୍ତର ଭାରତର ବିସ୍ତୃତ ଅଞ୍ଚଳରେ ବାସ କରୁଥିବା ୪୮୦…