ସେଲ୍ଫି ନେବା ସମୟରେ ବଜ୍ରାଘାତରେ ଗଲା ୧୧ ଜଣଙ୍କ ଜୀବନ
ଜୟପୁର: ସେଲ୍ଫି ହେଲା କାଳ। ସେଲ୍ଫି ନେବା ସମୟରେ ବଜ୍ରାଘାତରେ ଚାଲିଗଲା ୧୧ ଜଣଙ୍କ ଜୀବନ। ଆମେର୍ ପ୍ୟାଲେସ ନିକଟରେ ବଜ୍ରପାତ ଯୋଗୁ ମୋଟ ୧୧ ଜଣ ପ୍ରାଣ ହରାଇଥିବା ବେଳେ ଅନେକ ଲୋକ ଗୁରୁତର ଆହତ ହୋଇଛନ୍ତି।
ରାଜସ୍ଥାନ ରାଜଧାନୀରେ ଜୟପୁରରେ ପ୍ରବଳ ବର୍ଷା ହେଉଥିବା ବେଳେ ଲୋକମାନେ…