ଦେଖନ୍ତୁ ଲିସା ହେଡନଙ୍କ ସର୍ଫିଂ ଅବତାର
ନୂଆଦିଲ୍ଲୀ: ଅଭିନେତ୍ରୀ ଲିସା ହେଡନଙ୍କର ରହିଛି କିଛି ନିଆରା ଅଭ୍ୟାସ । ସମୁଦ୍ର ଲହଡି ମଧ୍ୟରେ ସର୍ଫିଂ କରିବାକୁ ସେ ବହୁତ ଭଲପାଆନ୍ତି । ଏହିପରି କିଛି ଫଟୋ ଏବେ ଇଣ୍ଟରନେଟ ସାରା । ଲିସାଙ୍କୁ ଏକ ସ୍ୱିମ ସୁଟରେ ସର୍ଫିଂ କରୁଥିବାର ଦେଖିବାକୁ ମିଳିଛି ।
ସୋମବାର ଏକ ପୋଷ୍ଟରେ ଲିସା ହେଡନ୍…