Latest Odisha News

BREAKING NEWS

Browsing Tag

Loan App

ଲୋନ୍ ଆପ୍ ଠକେଇ: ଗିରଫ ତିନି ଜଣଙ୍କୁ ରିମାଣ୍ଡରେ ନେଲା ମୁମ୍ବାଇ ପୋଲିସ

ଭୁବନେଶ୍ୱର: ଜାଲି ଲୋନ ଆପ୍ ଠକେଇ ମାମଲାରେ ଓଡ଼ିଶା ଇଓଡବ୍ଲୁ ଗିରଫ କରିଥିବା ତିନି ଅଭିଯୁକ୍ତଙ୍କୁ ମୁମ୍ବାଇ ପୋଲିସ ରବିବାର ରିମାଣ୍ଡରେ ନେଇଛି । ସେମାନେ ହେଉଛନ୍ତି - ନୀତିନ ମଲ୍ଲିକ, ସୁଶାନ୍ତ ଏବଂ ରକ୍ଷିତ । ନୀତିନ ମଲ୍ଲିକ ବିରୋଧରେ ଜିରଗାଓଁର ଚିଫ୍ ମେଟ୍ରୋପଲିଟାନ…

ବେଆଇନ୍ ଲୋନ୍ ଆପ୍ ମାମଲାରେ ୨ ଜଣଙ୍କୁ ଗିରଫ କଲା EOW

ଭୁବନେଶ୍ୱର: ଗୁଗୁଲ ପ୍ଲେ ଷ୍ଟୋରରେ ବେଆଇନ୍ ଲୋନ୍ ଆପ୍ ମାମଲାରେ କାର୍ଯ୍ୟାନୁଷ୍ଠାନ । ରାଜ୍ୟ ସରକାରଙ୍କ ଅର୍ଥନୈତିକ ଅପରାଧ ଶାଖା ୨ ଜଣଙ୍କୁ ଗିରଫ କରିଛି । ଗିରଫ ୨ ଜଣ ହେଉଛନ୍ତି କର୍ଣ୍ଣାଟକ ଉଡୁପି ଜିଲ୍ଲାର ରକସିତ ଓ ସୁଶାନ୍ତ । ଉଭୟଙ୍କ ବିରୋଧରେ ଇଓଡବ୍ଲୁ ଆଇପିସି ଧାରା…

ପ୍ଲେ ଷ୍ଟୋରରେ ଉପଲବ୍ଧ ବେଆଇନ୍ ଲୋନ୍ ଆପ ହଟାଇବାକୁ ଗୁଗୁଲକୁ EOWର ଚିଠି

ଭୁବନେଶ୍ୱର: ପ୍ଲେ ଷ୍ଟୋରରେ ଥିବା ବିଭିନ୍ନ ବେଆଇନ୍ ଲୋନ୍ ଆପକୁ ନେଇ ଇଓଡବ୍ଲୁ ଖୋଳତାଡ଼ ଆରମ୍ଭ କରିଛି । ଏନେଇ କ୍ରାଇମବ୍ରାଞ୍ଚ ଇଓଡବ୍ଲୁ ପକ୍ଷରୁ ଗୁଗୁଲକୁ ଚିଠି ଲେଖାଯାଇଛି । ଯେଉଁଥିରେ କୋକୋ ଲୋନ୍, ଜୋଜୋ ଲୋନ୍ ଭଳି ଗୁଗୁଲ ପ୍ଲେ ଷ୍ଟୋରରେ ଉପଲବ୍ଧ ୪୫ଟି ବେଆଇନ୍ ଲୋନ୍ ଆପ୍ ବିଷୟରେ ତଥ୍ୟ…