Latest Odisha News

BREAKING NEWS

Browsing Tag

loc

ଜାମ୍ମୁ-କାଶ୍ମୀର ଏଲଓସି ନିକଟରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ୨ଯବାନ ସହିଦ

ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରର ନାଉଶେରା ସେକ୍ଟରରେ ଏଲଓସି ନିକଟରେ ଶନିବାରରେ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଦୁଇଜଣ ଯବାନ ସହିଦ ହୋଇଛନ୍ତି। ଏଥିରେ ଜଣେ ଅଫିସର ଓ ଜଣେ ସୈନିକ ନିଜ ପ୍ରାଣ ହରାଇଥିବାବେଳେ ୩ଜଣ ଆହତ ହୋଇଥିବା ସୂଚନା ମିଳିଛି। ଅଧିକାରୀଙ୍କ ସୂତ୍ର ଅନୁସାରେ, ଏଲଓସି ନିକଟରେ…

ପୁଣି ଅସ୍ତ୍ରବିରତି ପାକିସ୍ତାନ ଭାଙ୍ଗିଲା: ୨ ଯବାନ ସହିଦ, ୪ ଆହତ

ଜମ୍ମୁ/କାଶ୍ମୀର: ପୁଣି ଅସ୍ତ୍ରବିରତି ଉଲଘଂନ କଲା ପାକିସ୍ତାନ । ଗୁରୁବାର ଦିନ ଜାମ୍ମୁ କାଶ୍ମୀର ନାଉଗାମ ସେକ୍ଟରରେ ପାକିସ୍ତାନୀ ସୈନ୍ୟବାହିନୀ ଦ୍ୱାରା ପ୍ରଥମେ ଗୁଳି ଚଳାଯାଇଥିବା ଅଧିକାରୀ କହିଛନ୍ତି । ଏଥିରେ ଦୁଇ ଜଣ ଭାରତୀୟ ଯବାନ ସହିଦ ହୋଇଥିବା ବେଳେ ଚାରିଜଣ ଆହତ ହୋଇଥିବା…

ପାକିସ୍ତାନର ନୂଆ କାରନାମା: ସୀମାନ୍ତରେ ଉଡାଉଛି ଡ୍ରୋନ୍, ପକାଉଛି AK47

ନୂଆଦିଲ୍ଲୀ: ପାକିସ୍ତାନ ଡ୍ରୋନ ବ୍ୟବହାର କରି ରାତିରେ AK-47 ଭଳି ଅସ୍ତ୍ରଶସ୍ତ୍ରକୁ ନିୟନ୍ତ୍ରଣ ରେଖା LoCରେ ପକାଇଥିବା ଅଭିଯୋଗ କରିଛି  ଜାମ୍ମୁ କାଶ୍ମୀର ପୋଲିସ । ପୋଲିସ ପକ୍ଷରୁ କୁହାଯାଇଛି ଯେ ଗତକାଲି ରାତିରେ ଅଖନୋରର ଏକ ଗାଁରେ ଆକ୍ରମଣକାରୀ ରାଇଫଲ ଏବଂ ପିସ୍ତଲ ଜବତ କରାଯାଇଛି।…

ମ୍ୟାପରେ ଦର୍ଶାଇଲେ କାଶ୍ମୀର ଭାରତର; ସତ କହି ବହିଷ୍କୃତ ହେଲେ ପାକିସ୍ତାନ ଟିଭି ଚ୍ୟାନେଲ୍ ଅଧିକାରୀ !

ଇସଲାମାବାଦ: ଆତଙ୍କବାଦୀମାନଙ୍କୁ ଅନେକ ବର୍ଷ ଧରି ପ୍ରୋତ୍ସାହନ ଯୋଗାଇ ଆସୁଥିବା ଦେଶ ହେଉଛି ପାକିସ୍ତାନ, ଏହା କାହାରିକୁ ଅଛପା ନୁହେଁ । ସମ୍ପୂର୍ଣ୍ଣ କାଶ୍ମୀର ଯେ ଭାରତ ଅବିଚ୍ଛେଦ୍ୟ ଅଙ୍ଗ ତାହା ମାନିବାକୁ ପାକିସ୍ତାନ କେବେବି ପ୍ରସ୍ତୁତ ନୁହେଁ । କାଶ୍ମୀର ହାସଲ କରିବା ଲାଗି ପାକିସ୍ତାନ…

‘ପିଓକେ’ ହାସଲ ଲକ୍ଷ୍ୟରେ ଭାରତ: ଜାଣନ୍ତୁ କାଶ୍ମୀରର କାହାଣୀ

ନୂଆଦିଲ୍ଲୀ: କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ କିଛି ଲୋକ ଏହାର ସମର୍ଥନ କରୁଥିବା ବେଳେ କିଛି ଏହାକୁ ବିରୋଧ କରୁଛନ୍ତି । ତେବେ କଥା ଉଠୁଛି ଭାରତ ଅଧୀନରେ ଥିବା କାଶ୍ମୀରର ସ୍ୱାଧୀନତା ପାଇଁ ଏତେ ନାରାବାଜି କାହିଁକି? କାହିଁକି କେବେ ପାକିସ୍ତାନ ଅଧୀକୃତ କାଶ୍ମୀରର (ପିଓକେ) ସ୍ଵାଧୀନତା…