ଆବଶ୍ୟକ ପଡିଲେ ହୋଇପାରେ ଲକ୍ଡାଉନ୍
କର୍ଣ୍ଣାଟକ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି ଏସ୍ ୟେଡିୟୁରପ୍ପା ସୋମବାର କହିଛନ୍ତି ଯେ ଯଦି ଆବଶ୍ୟକ ପଡେ ତେବେ ରାଜ୍ୟରେ ଲକ୍ଡାଉନ୍ ହୋଇପାରେ।
“ରାଜ୍ୟରେ କରୋନା ମାମଲା ବୃଦ୍ଧିକୁ ଦୃଷ୍ଟିରେ ରଖି ଲୋକମାନେ ନିଜର ସୁରକ୍ଷା ପାଇଁ ଅଧିକ ଯତ୍ନବାନ ହେବା ଉଚିତ। ଯଦି ସେମାନେ ଧ୍ୟାନ…