Latest Odisha News

BREAKING NEWS

Browsing Tag

maadurga

ବିଜୟାଦଶମୀରେ ପୂଜା ମଣ୍ଡପରେ ମହିଳା ମାନଙ୍କ ସିନ୍ଦୁର ଖେଳ

ଯାଜପୁର : ଶାରଦୀୟ ଦୁର୍ଗାପୂଜାର ଅନ୍ତିମ ପର୍ଯ୍ୟାୟ । ମହାସପ୍ତମୀ, ମହାଷ୍ଟମୀ ଓ ମହାନବମୀ ବିଭିନ୍ନ ମଣ୍ଡପରେ ଆଜି ପାଳିତ ହୋଇଛି ବିଜୟା ଦଶମୀ ଉତ୍ସବ ଓ ଅପରାଜିତା ପୂଜା । ଯାଜପୁର ବ୍ୟାସନଗର ସହରର ମୁଣ୍ଡମାଳ ଏବଂ ନହକା ପୂଜାମଣ୍ଡପରେ ବଙ୍ଗୀୟ ରୀତିନୀତିରେ ପାଳିତ ହୋଇଛି ସିନ୍ଦୁର ଖେଳ ।…

ଓଲଟା ମା‘ ଦୁର୍ଗାଙ୍କ ଚିତ୍ର ଆଙ୍କି ଚର୍ଚ୍ଚାରେ ଯୁବଶିଳ୍ପୀ ଆୟୁଷ୍‌

ପୁରୀ : ପୁଣି ଓଲଟା ଦ୍ରୁତ ଚିତ୍ର ଆଙ୍କି ଚର୍ଚ୍ଚାରେ ପୁରୀର ଯୁବଶିଳ୍ପୀ ଆୟୁଷ୍ ମହାପାତ୍ର। ପବିତ୍ର ବିଜୟାଦଶମୀ ଅବସରରେ ମା ଦୁର୍ଗାଙ୍କର ସ୍ପିଡ୍ ପେଣ୍ଟିଂ କରିଥିଲେ ଆୟୁଷ୍ । ମା ଦୁର୍ଗାଙ୍କ ଭଜନରୁ ଆୟୁଷ ରିଭର୍ସ ସ୍ପିଡ୍‌ ପେଣ୍ଟିଙ୍ଗ ଆରମ୍ଭ କରିଥିଲେ ଏବଂ ଭଜନ ଶେଷ ହେବା କ୍ଷଣି ଆୟୁଷଙ୍କ…

ଆସୁଛି ଦଶହରା, ଝଲସୁଛି ଗାଁଠୁ ସହର

କାମାକ୍ଷାନଗର: ଓଡ଼ିଶାର ଗଣପର୍ବ ଦଶହରାକୁ ନେଇ ଚଳଚଞ୍ଚଳ ହୋଇ ଉଠିଛି ଗାଁ ଠାରୁ ସହର । ମାଆଙ୍କ ଧରାବତରଣ ପରେ ଜନାରଣ୍ୟ ପାଲଟିଛି କାମାକ୍ଷାନଗର । ଢେଙ୍କାନାଳର ଗଣପର୍ବ ଭିତରେ କାମାକ୍ଷାନଗରର ଦଶହରା ପର୍ବ ସମଗ୍ର ଜିଲ୍ଲାରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ରଙ୍ଗାରଙ୍ଗ ଆଲୋକ…