ଆଜି ହେଉଛି ମାଣ୍ଡିଆ ଦିବସ
ଭୁବନେଶ୍ବର : ଆଜି ପାଳନ ହେଉଛି ମାଣ୍ଡିଆ ଦିବସ । ମାଣ୍ଡିଆ ଏକ ପୁଷ୍ଟିକର ଖାଦ୍ୟ ।ମାଣ୍ଡିଆ ଆଦିବାସୀ ସଂସ୍କୃତି ସହ ବହୁ ଆଗରୁ ଜଡ଼ିତ। ତେବେ ଏଥିରେ ଥିବା ଭିଟାମିନ୍ ବା ଖାଦ୍ୟସାର ବେଶ୍ ଉପଯୋଗୀ । ସେଥି ପାଇଁ ମାଣ୍ଡିଆାର ବ୍ୟବହାର ଉପରେ ଗୁରୁତ୍ବ ଦିଆଯାଇଛି । ଅନେକ ଚାଷୀ ମାଣ୍ଡିଆ…