ଲଖିମ୍ପୁର ହିଂସାକାଣ୍ଡ; ଆଜି ମହାରାଷ୍ଟ୍ର ବନ୍ଦ
ନୂଆଦିଲ୍ଲୀ: ଗତ ସପ୍ତାହରେ ଉତ୍ତରପ୍ରଦେଶର ଲଖିମ୍ପୁର ଖେରୀରେ କୃଷକଙ୍କ ହତ୍ୟାକୁ ବିରୋଧ କରି ମହାରାଷ୍ଟ୍ରର ଶାସକ ମିଳିତ ମଞ୍ଚ ସୋମବାର ଦିନ ରାଜ୍ୟବ୍ୟାପୀ ବନ୍ଦ ଡାକରା ଦେଇଛି।
ମଧ୍ୟରାତ୍ରିରୁ ଆରମ୍ଭ ହୋଇଥିବା ଏହି ବନ୍ଦ ଡାକରାକୁ ରାଜ୍ୟର ତିନି ଶାସକ ସହଯୋଗୀ ଶିବସେନା, ଜାତୀୟତାବାଦୀ…