ମହାତ୍ମା ଗାନ୍ଧୀଙ୍କ ଅଣନାତି ସତୀଶ ଧୁପେଲିଆଙ୍କର କରୋନାରେ ମୃତ୍ୟୁ
ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରେ ମହାତ୍ମା ଗାନ୍ଧୀଙ୍କ ବଂଶଧର ଅର୍ଥାତ୍ ନାତି ସତୀଶ ଧୁପେଲିଆଙ୍କର କରୋନା ଜନିତ ସମସ୍ୟା ହେତୁ ମୃତ୍ୟୁ ଘଟିଛି। ତାଙ୍କର ୬୬ ତମ ଜନ୍ମଦିନର ୩ ଦିନ ପରେ ତାଙ୍କର ଦେହାନ୍ତ ହୋଇଥିଲା।
ଧୁପେଲିଆଙ୍କ ଭଉଣୀ ଉମା ଧୁପେଲିଆ ଏହା ସ୍ପଷ୍ଟ କରିଛନ୍ତି ଯେ କରୋନା…