କରନ୍ତୁ ମକରାସାନ; ଦୂର ହେବ ମେରୁଦଣ୍ଡ ସମସ୍ୟା
ଭୁବନେଶ୍ବର: ମକରାସନ ନାମକରଣ କୁମ୍ଭୀର (ମକର) ଶବ୍ଦରୁ ରଖାଯାଇଛି । ଏହି ଆସନ କୁ୍ମ୍ଭୀରର ଶରୀର ରଚନା ଅନୁସାରେ ହୋଇଥିବାରୁ ମକରାସନ କୁହାଯାଏ । ଏହି ମକରାସନର ଲାଭ , ବିଧି ବିଷୟରେ ଆସନ୍ତୁ ଜାଣିବ ।
ପ୍ରତିଦିନ ମକରାସନ କଲେ ଏହି ସବୁ ଲାଭ ମିଳିଥାଏ:-
-ଉଚ୍ଚରକ୍ତଚାପ, ଆସ୍ଥମା ,ସ୍ଲିପ…