Latest Odisha News

BREAKING NEWS

Browsing Tag

mango production

ଆମ୍ବ ଉତ୍ପାଦନରେ ସମଗ୍ର ବିଶ୍ୱରେ ଭାରତ ପ୍ରଥମ ଚୀନ୍‌ ଦ୍ୱିତୀୟ

ନୂଆଦିଲ୍ଲୀ: ଗ୍ରୀଷ୍ମ ଋତୁ ଆସିଲା ମାତ୍ରେ ଆମ୍ବର ମଜା ନେବାକୁ ସମସ୍ତେ ଚାହିଁ ବସିଥାନ୍ତି। କାରଣ ଖରାଦିନେ ଚାରିଆଡେ ଖୋଲିଯାଇଥାଏ ଆମ୍ବର ପସରା। ବଜାରରେ ବିଭନ୍ନ ରକମର ଆମ୍ବ ଦେଖିବାକୁ ମିଳିଥାଏ। ସେ ଦେଶୀ ହେଉ କି ବିଦେଶୀ ଚାହିଦା ସବୁର ଅଧିକ। କିନ୍ତୁ ଆପଣ ଜାଣନ୍ତି କି ଆମ୍ବ ଉତ୍ପାଦନରେ…