Latest Odisha News

BREAKING NEWS

Browsing Tag

Manorama Sahu

କବିତା : ବଳକା ଆୟୁଷ

ମନୋରମା ସାହୁ  କ'ଣ କରିବି ଏବେ ଏତେ ବଳକା ଆୟୁଷକୁ ନେଇ ସବୁଦେବା, ନେବା, ପାଇବା, ହଜାଇବାର ସମୀକରଣକୁ ଭୁଲ ପ୍ରମାଣିତ କରି ଗୋଟିଏ ଜୀବନରେ ମୁଁ ଭୋଗି ସାରିଲିଣି ଶହେଟି ମୃତ୍ଯୁ । ସବୁ କିଛିକୁ ଭୁଲି କ୍ଷତରେ ମଲମ ବୋଳି ଭଙ୍ଗା ଡେଣାକୁ ଯୋଡି ଫଟା କାନ୍ଥରେ ପଲସ୍ତରା ମାରି…

ଗଳ୍ପ : ମରୀଚିକା

ମନୋରମା ସାହୁ     (୧) ବାଦଲ ଯେଉଁଦିନ ଚାକିରି ପାଇଲା,ସେଦିନ ବାପା ନୀଳକଣ୍ଠଙ୍କର ଛାତି ଖୁସିରେ କୁଣ୍ଢେମୋଟ ହୋଇଗଲା।ଯା'ହେଉ ତାଙ୍କ ପୁଅକୁ ଶେଷରେ ଭଗବାନ ଦୟା କଲେ।ମାଷ୍ଟର ଚାକିରି।ଲକେତେ ଲୋକ ତାଙ୍କ ପୁଅକୁ ନମସ୍କାର କରିବେ।ଭାରି ଇଜ୍ଜତବାଲା ଚାକିରିଟାଏ। ସମ୍ମାନ ସହିତ…

ସୃଷ୍ଟି ଏକ ଅବର୍ଣ୍ଣନୀୟ ଆତ୍ମିକ ଆବେଗର ଅଭିନବ ଅଙ୍କୁରୋଦଗମ : ମନୋରମା ସାହୁ

ଓଡ଼ିଆ ସାହିତ୍ୟ ଆକାଶରେ ଏକ ଉଜ୍ଜ୍ୱଳ ନକ୍ଷତ୍ର ମନୋରମା ସାହୁ । ଭାବ ଭାଷା ଓ ଚରିତ୍ରର ସମ୍ମିଶ୍ରଣରେ ତାଙ୍କ ସୃଷ୍ଟିର ଚରିତ୍ର ସବୁବେଳେ ଜୀବନ୍ତ। ସେଥିପାଇଁ ତାଙ୍କ ଲେଖା ସବୁ  ପାଠକର ଜୀବନର ନିଜସ୍ୱ ଅନୁଭୂତି ମନେହୁଏ । ସାଧାରଣ ମଣିଷର ଜଟିଳ ମାନସିକତାକୁ ସେ ସରଳ ବର୍ଣ୍ଣନାଧର୍ମୀ ଗଦ୍ୟ…