କୋଭିଡ୍-୧୯; ମୌଲାନାଙ୍କ ପରେ ପାଦ୍ରୀଙ୍କ ପାଳି, ଆନ୍ଧ୍ରରେ ଜମିଥିଲା ଖ୍ରୀଷ୍ଟଧର୍ମୀଙ୍କ ମେଳି !
ଆନ୍ଧ୍ରପ୍ରଦେଶ: ନିଜାମୁଦ୍ଦିନ୍ ମର୍କଜରେ ମୌଲାନା ସାଦ୍ ପାଇଁ ବିପଦରେ ଭାରତ । ଆଉ ଏବେ ଆନ୍ଧ୍ରାରେ ଜଣେ ପାଦ୍ରୀ ଭାରତ ସରକାରଙ୍କ ମୁଣ୍ଡବ୍ୟଥାର କାରଣ ସାଜିଛି ।
Andhra Pradesh: Police arrested a Pastor today for congregating 150 people amid lockdown for Palm…