କିଏ ପାଇଛି ଅଧିକ ପାଉଣା, ବିରାଟ ନା ବୁମ୍ରାହ ?
ଭୁବନେଶ୍ୱର: ବିଶ୍ୱର ଅନ୍ୟତମ ଦୃତ ବୋଲର୍ ଜଶପ୍ରୀତ୍ ବୁମ୍ରାହ । ଅନ୍ୟପଟେ ବିଶ୍ୱର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ବିରାଟ୍ କୋହଲି । ଦୁହେଁ ନିଜନିଜ ସ୍ଥାନରେ ଶ୍ରେଷ୍ଠ । ହେଲେ ମ୍ୟାଚ୍ ଫି ମାମଲାରେ ବିରାଟଙ୍କୁ ପଛରେ ପକାଇଛନ୍ତି ବୁମ୍ରାହ । ଚଳିତବର୍ଷ ଭାରତୀୟ କ୍ରିକେଟର୍ ଭାବେ ବୁମ୍ରାହ…