ସେମାନେ ଥିଲେ ସ୍ୱାଧୀନତା ସଂଗ୍ରାମୀ
ମୌସୁମୀ ଦାସଙ୍କ ସ୍ମୃତିଲିପି
ସନ ଉଣେଇଶ ଶହ ସତଚାଳିଶ, ଅଗଷ୍ଟ ଚଉଦ ତାରିଖର ଶେଷ ମୁହୂର୍ତ୍ତ ସରିଲା ଠିକ୍ ରାତି ଏଗାରଟା ଅଣଷଠି ମିନିଟରେ। ଏବଂ, ବହୁ ଆକାଂକ୍ଷିତ ପନ୍ଦର ତାରିଖର ଶୁଭ କ୍ଷଣ ଆରମ୍ଭ ହେଲା ଠିକ୍ ମଧ୍ୟରାତ୍ରୀ ବେଳେ, ଯେତେବେଳେ ଗୀର୍ଜା ଘଣ୍ଟାରେ ବାଜିଲା ଢଂ ଢଂ ହେଇ ବାର।…