କେନ୍ଦ୍ରରେ ମନ୍ତ୍ରୀ ହେବେ ମୟୂରଭଞ୍ଜ ସାଂସଦ ବିଶେଶ୍ୱର ଟୁଡୁ !
ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରିମଣ୍ଡଳ ଅଦଳବଦଳ ଓ ସମ୍ଭାବ୍ୟ ନୂଆ ମନ୍ତ୍ରୀଙ୍କ ତାଲିକାକୁ ନେଇ ଏବେ ଦିଲ୍ଲୀ ରାଜନୀତି ସରଗରମ । ମୋଦିଙ୍କ ନୂଆ ମନ୍ତ୍ରିମଣ୍ଡଳରେ ଓଡ଼ିଶାକୁ କାହାକୁ ମିଳିବ ସ୍ଥାନ । ଚର୍ଚ୍ଚାରେ ଏବେ ମୟୂରବଞ୍ଜ ସାଂସଦ ବିଶେଶ୍ୱର ଟୁଡୁ । ସେ ଏବେ ଦିଲ୍ଲୀରେ ଅଛନ୍ତି ।…