ମେରୁ ଉତ୍ସବ ପାଳନ ବେଳେ ଉତ୍ତେଜନା: ଢେଲାପଥର ମାଡ଼ରେ ଜଣଙ୍କର ମୃତ୍ୟୁ
ନୟାଗଡ଼: ମେରୁ ଉତ୍ସବ ପାଳନ ବେଳେ ଟାଉନ ଥାନା ଅଧୀନ ଦୁର୍ଗାପ୍ରସାଦ ଓ ଦେଉଳପଲ୍ଲୀ ଗାଁ ମଧ୍ୟରେ ଗଣ୍ଡଗୋଳ ଘଟି ଜଣଙ୍କର ମୃତ୍ୟୁ ଘଟିଥିବାର ଖବର ମିଳିଛି। ଏଥିରେ ନୟାଗଡ଼ ଥାନା ଆଇଆଇସି ବି ଆହତ ହୋଇଛନ୍ତି। ଟେକାପଥର ମାଡ଼ରେ ଉଭୟ ଗାଁର ୧୦ରୁ ଅଧିକ ଲୋକ ଆହତ ହୋଇଥିବାର ସୂଚନା ରହିଛି।
ମେରୁ…