ପୁଷ୍ଟିଶସ୍ୟରୁ ପ୍ରସ୍ତୁତ ଖାଦ୍ୟକୁ ଲୋକପ୍ରିୟ କରିବା ପାଇଁ ସୁନ୍ଦରଗଡ଼ ଜିଲ୍ଲାରେ ‘ମିଲେଟ୍ ଅନ୍ ହ୍ୱିଲ୍ସ’
ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲାରେ ମାଣ୍ଡିଆ ଏବଂ ବିଭିନ୍ନ ପୁଷ୍ଟିଶସ୍ୟରୁ ପ୍ରସ୍ତୁତ ପୁଷ୍ଟିକର ଜଳଖିଆକୁ ଲୋକପ୍ରିୟ କରିବା ପାଇଁ ‘ମିଲେଟ୍ ଅନ୍ ହ୍ୱିଲ୍ସ’ ବ୍ୟବସ୍ଥା ଆରମ୍ଭ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ଦୁଇଟି ସ୍ବତନ୍ତ୍ର ଗାଡ଼ି ମାଧ୍ୟମରେ ନୂଆଗାଁ ଏବଂ କୁତ୍ରା ବ୍ଲକର ବିଭିନ୍ନ ହାଟ,…