କବିତା : ଭାବନା
ମିନତି ଦାସ
'ବାଟୋଇଟେ' ଆସିଲା, ଦୟା ଦେଖାଇଲା
ପକେଟରୁ ସବୁ ଟଙ୍କା ବହାର କଲା
ଭିକାରୀକୁ ଦେଖି,ମନ ଖରାପ ହେଉଥିଲା
ଟଙ୍କାସବୁ ରଖିଦେଇ ଦି ଟଙ୍କାଟିଏ ଦେଲା ।
ସେ ତୁମକୁ କିଛି ନକହି ଖୁବ୍ ନିରୀହ ଆଖିରେ ଅନେଇଥିଲା,
ଦି ଟଙ୍କାରେ ଚା କପେ ମିଳିବନି ମନେ ମନେ ଭାବୁଥିଲା
'ତୁମେ'…