ବାସ୍ତୁ ଟିପ୍ସ : ଘରର କେଉଁ ଦିଗରେ ଦର୍ପଣ ରଖିବା ଉଚିତ୍
ଭୁବନେଶ୍ବର: ଏକ ଦର୍ପଣକୁ ସଠିକ୍ ଦିଗରେ ରଖିବା ଦ୍ୱାରା ସୁଖ -ସୌଭାଗ୍ୟ ବଢିଥାଏ ବୋଲି ବିଶ୍ୱାସ କରାଯାଏ | ଯଦି ସେହି ଦର୍ପଣକୁ ଭୁଲ ଦିଗରେ ରଖାଯାଏ ତେବେ ବାସ୍ତୁ ଦୋଷ ଉତ୍ପନ ହୋଇଥାଏ ।
ବାସ୍ତୁଶାସ୍ତ୍ରରେ ଦିଗ ବହୁତ ଗୁରୁତ୍ଵ ବହନ କରେ । ଆସନ୍ତୁ ଜାଣିବା ଘରରେ ଦର୍ପଣ ରଖିବାର ବାସ୍ତୁ…