ମୋ ବସ୍ର ଅତ୍ୟାଧୁନିକ ଡିପୋ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର : ଉଦଘାଟିତ ହୋଇଛି ମୋ ବସର ଦୁଇଟି ଅତ୍ୟାଧୁନିକ ଡିପୋ । ପଟିଆ ଓ ଭଗବାନପୁରରେ ଥିବା ମୋ ବସ୍ର ଦୁଇଟି ଡିପୋକୁ ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅତ୍ୟାଧୁନିକ ଡିପୋରେ ମେସିନ୍ ଜରିଆରେ ବସ୍ ପରିଷ୍କାର କରାଯିବା ସହ ବସରେ ତେଲ ପକାଇବାର ସୁବିଧା ମଧ୍ୟ କରାଯାଇଛି ।…