ଆଧୁନିକତାର କାବ୍ୟ ପରମ୍ପରା ଓ କବି ଭୀମ ଭୋଇ
ପଞ୍ଚାନନ ମିଶ୍ରଙ୍କ ସ୍ୱତନ୍ତ୍ର ପ୍ରବନ୍ଧ ‘ନବମ ଭାଗ ’
ନବାକ୍ଷରୀ ପଦ ରଚନା ମଧ୍ୟ ଭୀମଭୋଇଙ୍କ କାବ୍ୟ କୃତିରେ ଏକ ବିଶିଷ୍ଟ ଲକ୍ଷଣ ବୋଲି ବିବେଚନା କରାଯାଏ।। ତାଙ୍କ ରଚିତ କାବ୍ୟ ‘ଅଷ୍ଟକ ବିହାରୀ ଗୀତା’ , ‘ ନିର୍ବେଦ ସାଧନ’ ରେ ସେ ନବାକ୍ଷରୀ ପଦ ପ୍ରକରଣର ଶ୍ରେଷ୍ଠତମ ପରୀକ୍ଷାରେ ସଫଳତା…