ଏଥର ହୋଲିରେ ଲୋକଙ୍କ ପ୍ରଥମ ପସନ୍ଦ ସାଜିଛି ରଙ୍ଗିନ ‘ମୋଦୀ ମାସ୍କ ଏବଂ ପିଚ୍କାରି’
ନୂଆଦିଲ୍ଲୀ: ହୋଲିକୁ ଆଉ ମାତ୍ର କିଛି ଦିନ ବାକି ଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଛବି ସହିତ ମାସ୍କ ଏବଂ ପିଚକାରି ପାଟନାରେ ବଜାରରେ ଛାଇ ଯାଇଛି। ଚାହିଦା ଏପରି ଯେ ଏହି ଜିନିଷଗୁଡ଼ିକ ଅନେକ ଦୋକାନରେ ଉପଲବ୍ଧ ହୋଇପାରୁନି।
ପାଟଣାର ଜଣେ ଦୋକାନୀଙ୍କ କହିବାନୁସାରେ, ରଙ୍ଗୀନ…