ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ ପାକିସ୍ତାନୀ ଅଲରାଉଣ୍ଡର
ସ୍ପୋର୍ଟସ୍ ବ୍ୟୁରୋ(ଓଡ଼ିଶା ସମ୍ବାଦ): ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଲେ ପାକିସ୍ତାନୀ ଅଲରାଉଣ୍ଡର ମହମ୍ମଦ ହାଫିଜ୍ । ଅନ୍ତର୍ଜାତୀୟ କ୍ରିକେଟର ସବୁ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି ୪୧ ବର୍ଷୀୟ ଏହି ଅଲରାଉଣ୍ଡର । ୧୮ ବର୍ଷ ଧରି ପାକିସ୍ତାନ ପାଇଁ ଖେଳୁଥିଲେ ମହମ୍ମଦ ହାଫିଜ୍ ।…