‘ଇଣ୍ଡୋର ପ୍ଳାଣ୍ଟ୍’ କରିବ ବାୟୁକୁ ବିଶୋଧିତ
ଭୁବନେଶ୍ବର: ଦିନକୁ ଦିନ ବଢି ଚାଲିଛି ଜନସଂଖ୍ୟା । ମଣିଷ ତା’ର ସୁଖ ସୁବିଧା ପାଇଁ ଜଙ୍ଗଲ କାଟି ସୃଷ୍ଟି କରୁଛି କଂକ୍ରିଟ୍ ଜଙ୍ଗଲ । ଜଙ୍ଗଲ କ୍ଷୟ ହେବା ଫଳରେ ବାୟୁମଣ୍ଡଳରେ ବୃଦ୍ଧି ପାଇଛି କାର୍ବନ୍ ଡାଇ ଅକ୍ସାଇଡ୍ , ସି ଏଫ୍ ସି, ଟକ୍ସିନ୍ ପରି ଅନେକ ବିଷାକ୍ତ ଗ୍ୟାସ୍ ବୃଦ୍ଧି ପାଉଛି ।…