୧୬ରୁ ଖୋଲିବ ସମସ୍ତ କେନ୍ଦ୍ରୀୟ ଐତିହ୍ୟ ସ୍ଥଳୀ
ନୂଆଦିଲ୍ଲୀ : ଜୁନ୍ ୧୬ରୁ ଖୋଲିବ ଦେଶର ସମସ୍ତ ଐତିହ୍ୟ ସ୍ଥଳୀ । ଏଏସଆଇ ଦ୍ବାରା ପରିଚାଳିତ ଏହି କୀର୍ତ୍ତିରାଜୀ ବା ଐତିହ୍ୟସ୍ଥଳୀ କରୋନା ମହାମାରୀ କାରଣରୁ ବନ୍ଦ ଥିଲା । ଏବେ ଏହି ଐତିହ୍ୟସ୍ଥଳୀ ଓ ସଂଗ୍ରହାଳୟକୁ ଆସନ୍ତା ୧୬ ତାରିଖରୁ ଖୋଲିବାକୁ ନିଷ୍ପତ୍ତି ନେଇଛି ଏଏସଆଇ । ଏହି ସମୟରେ…