ରାୟଗଡା ଛାଡିଲେ ୨ ପର୍ଯ୍ୟଟକ, ଏମ୍ୱାସୀରୁ ଡକ୍ୟୁମେଣ୍ଟ ଆସିବାକୁ ଥିଲା ଅପେକ୍ଷା
ରାୟଗଡା: ରାୟଗଡାରେ ଋଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁକୁ ନେଇ ତନାଘନା ଜାରି ରହିଛି । ସାଇ ଇଣ୍ଟରନ୍ୟାସନାଲ ହୋଟେଲରେ ୨୨ତାରିଖରେ ଜଣେ ଓ ୨୫ ତାରିଖରେ ଆଉ ଜଣେ ଋଷୀୟଙ୍କ ମୃତ୍ୟୁ । ପାଭେଲ ଆଣ୍ଟୋଭ ସାଙ୍ଗଙ୍କ ମୃତ୍ୟୁରେ ଭାଙ୍ଗିପଡିଥିଲେ । ସେ ଡିପ୍ରେସନରେ ଥିଲେ ବୋଲି କହିଛନ୍ତି ହୋଟେଲ ମ୍ୟାନେଜର ।…