ଏ ଯୁଗର ଶାହ୍ ଜାହାନ; ପତ୍ନୀଙ୍କୁ ଉପହାର ଦେବା ଲାଗି ଗଢିଦେଲେ ତାଜମହଲ ଭଳି ଘର
ଭୋପାଳ: ଆଗ୍ରାରେ ଅବସ୍ଥିତ ତାଜମହଲ ବିଶ୍ବପ୍ରସିଦ୍ଧ ଅଜୁବା ମଧ୍ୟରୁ ଅନ୍ୟତମ। ତେବେ ଏହି ତାଜମହଲ ଶାହ୍ ଜାହାନ ତାଙ୍କ ପତ୍ନୀଙ୍କ ପ୍ରତି ପ୍ରେମର ପ୍ରତୀକ ଭାବରେ ଗଢିଥିଲେ। ଯାହାକୁ ଯୁଗ ଯୁଗରୁ ପ୍ରେମର ପତୀକ ଭାବେ ବିବେଚନା କରାଯାଉଛି।
ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କ ଲାଗି ଠିକ୍…