୩୫ ବେସିସ୍ ପଏଣ୍ଟ ରେପୋ ରେଟ୍ ବୃଦ୍ଧି, ୨୦୨୩ରେ ଜିଡିପି ୬.୮% ଆକଳନ
ନୂଆଦିଲ୍ଲୀ : ବଢିଲା ରେପୋ ରେଟ୍, ମହଙ୍ଗା ହେଲା ଋଣ । ୩୫ ବେସିସ୍ ପଏଣ୍ଟ ରେପୋ ରେଟ୍ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି ଭାରତୀୟ ରିଜର୍ଭ ବ୍ୟାଙ୍କ । ଅଗଷ୍ଟ ୨୦୧୮ ପରଠାରୁ ଏହା ରେପୋ ରେଟ୍ ର ସର୍ବୋଚ୍ଚ ସ୍ତର । ଆରବିଆଇ ମୁଦ୍ରାନୀତି କମିଟି (ଏମପିସି)ବୈଠକରେ ଏହି ନିଷ୍ପତ୍ତି ହୋଇଛି ।…