କଟିବ ସାଂସଦଙ୍କ ୩୦ % ଦରମା, ଲୋକସଭାରେ ବିଲ୍ ପାରିତ
ନୂଆଦିଲ୍ଲୀ: କଟିବ ଲୋକସଭା ସାଂସଦଙ୍କ ବେତନ। ସାଂସଦଙ୍କ ଦରମାରେ ଗୋଟିଏ ବର୍ଷ ପାଇଁ ୩୦ ପ୍ରତିଶତ କାଟ୍ କରିବାକୁ ସଂସଦରେ ଆଜି ଏହି ସଂପର୍କିତ ବିଲ୍ ଲୋକସଭାରେ ପାରିତ ହୋଇଛି। ଏହି ଟଙ୍କାର ଉପଯୋଗ କୋଭିଡ୍-୧୯ ମହାମାରୀ କାରଣରୁ ଉତ୍ପନ ସ୍ଥିତିର ମୁକାବିଲା ପାଇଁ କରାଯିବ। ନିମ୍ନ ସଦନରେ…