ମୁକ୍ତାପଶି ଶିଶୁ ହତ୍ୟା ମାମଲା: ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ ଶୁଣାଇଲେ ଏସଡିଜେଏମ
କାମାକ୍ଷାନଗର: ମୁକ୍ତାପଶି ଗ୍ରାମର ୨୦୧୮ ମସିହାରେ ଆଠ ବର୍ଷର ଶିଶୁ ଅପହରଣ ଓ ହତ୍ୟା ମାମଲାରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ ହୋଇଛି । କାମାକ୍ଷାନଗର ଏସଡିଜେଏମ କୋର୍ଟ ଅଭିଯୁକ୍ତ ସତ୍ୟ ସ୍ୱରୂପ ସାହୁ ଓରଫ ବାପୁନା କୁ ଆଜୀବନ କାରାଦଣ୍ଡ ସହ ଏକ ଲକ୍ଷ ଟଙ୍କାର ଆର୍ଥିକ ଜରିମନା ଦେବାକୁ ଆଦେଶ…