Latest Odisha News
Browsing Tag

Music composer Shravan Rathod dies

ଲୋକପ୍ରିୟ ସଙ୍ଗୀତକାର ଶ୍ରବଣ ରାଥୋଡଙ୍କ ପରଲୋକ

ମୁମ୍ବାଇ: ପ୍ରସିଦ୍ଧ ସଂଗୀତ ରଚୟତା ଶ୍ରବଣ ରାଥୋଡଙ୍କର କରୋନା ଯୋଗୁ ଗୁରୁବାର ମୁମ୍ବାଇ ଡାକ୍ତରଖାନାରେ ମୃତ୍ୟୁ ବରଣ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୬୬ ବର୍ଷ ହୋଇଥିଲା। ତାଙ୍କ ପୁଅ ସଂଗୀତଜ୍ଞ ସଞ୍ଜୀବ ରାଥୋଡ କହିଛନ୍ତି ଯେ ରାତି ପ୍ରାୟ ୧୦.୧୫ ସମୟରେ ତାଙ୍କର ଦେହାନ୍ତ ହୋଇଛି।…