ମହନ୍ତ ନରେନ୍ଦ୍ର ଗିରି ମୃତ୍ୟୁ ମାମଲା: ୧୪ ଦିନ ପୋଲିସ ହାଜତରେ ରହିବେ ଶିଷ୍ୟ
ନୂଆଦିଲ୍ଲୀ: ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ଘଟଣାରେ ଅଭିଯୁକ୍ତ ଆନନ୍ଦ ଗିରି ଓ ଆଦ୍ୟ ତିୱାରୀଙ୍କ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଯାଇଛି। ମହନ୍ତଙ୍କ ମୃତଦେହ ମିଳିବାର କିଛି ଘଣ୍ଟା ପରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଥିଲା।
ଏବିଏପି ସଭାପତି ଆଚାର୍ଯ୍ୟ ମହନ୍ତ…