ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଜନ୍ମଦିନରେ ପତ୍ନୀ ନତାଶାଙ୍କ ପ୍ରେମଭରା ବାର୍ତ୍ତା
ନୂଆଦିଲ୍ଲୀ: ଗତକାଲି କ୍ରିକେଟର୍ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ୨୭ତମ ଜନ୍ମଦିନ ପାଳନ ହୋଇଛି। ଏହି ଅବସରରେ ତାଙ୍କ ପତ୍ନୀ ନତାଶା ଷ୍ଟାନକୋଭିକ୍ ଇନଷ୍ଟାଗ୍ରାମରେ ଏକ ରୋମାଣ୍ଟିକ ପୋଷ୍ଟ ଲେଖି ତାଙ୍କୁ ଜନ୍ମଦିନରେ ଅଭିନନ୍ଦନ ଜଣାଇଛନ୍ତି।
ନତାଶା ଲେଖିଛନ୍ତି, ମୋର ସବୁଠୁ ଖାସ୍ ବନ୍ଧୁ,…