କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ନୂତନ ବ୍ୟାଗ୍ ପଲିସି; ଏଣିକି ସ୍କୁଲ୍ ପିଲାଙ୍କ ବ୍ୟାଗ୍ର ଓଜନ ୫ କେ.ଜିରୁ ଅଧିକ ହେବ…
ନୂଆଦିଲ୍ଲୀ: ସ୍କୁଲ ଛାତ୍ରଛାତ୍ରୀଙ୍କ ବ୍ୟାଗକୁ ନେଇ ଅନେକ ସମୟରେ ବିବାଦ ଉପୁଜିଥିବା ବେଳେ ସରକାର ଏହି ବିବାଦକୁ ଏବେ ଶେଷ କରି ଦେଇଛନ୍ତି। ଏ ବାବଦରେ ସରକାର ଏକ ନୂତନ ବ୍ୟାଗ ପଲିସି ପ୍ରସ୍ତୁତ କରିଛନ୍ତି। ସେହି ଅନୁଯାୟୀ, ସ୍କୁଲ ପିଲାମାନଙ୍କର ବ୍ୟାଗ୍ର ଓଜନ ଦଶ ପ୍ରତିଶତରୁ ଅଧିକ ହେବ…